------------------------------------------------------------

ପ୍ରତିଷ୍ଠାପନରେ ଟିପପ୍ଣୀ
------------------------------------------------------------

ସିସ୍ଟମ ଆବଶ୍ଯକୀଯଗୁଡିକ:

------------------------------------------------------------
------------------------------------------------------------

------------------------------------------------------------
ସଟ୍କଟ କିଗୁଡିକ
------------------------------------------------------------

କାର୍ୟ୍ଯକରିବା ସିସ୍ଟମ ଦ୍ବାରା ଉପୟୋଗହେଇନଥିବା କେବଳ ସଟ୍କଟ କିଗୁଡିକ(କି ସଂଘତିଗୁଡିକ) ଓପନଅଫିସ.orgରେ ଉପୟୋଗଦେବ ନାହିଁ୤ଓପନଅଫିସ.orgର ସାହାୟ୍ଯରେ ବର୍ଣ୍ଣନାହୋଇଥିବା ପରି ୟଦି କି ସଂଘତି ଓପନଅଫିସ.orgରେ କାର୍ୟ୍ଯ କରିବ ନାହିଁ,କାର୍ୟ୍ଯକାରୀ ସିସ୍ଟମ ଦ୍ବାରା ସେହି ସଟ୍କଟ ଉପୟୋଗ ହେଇଛି କି ୟାଞ୍ଚକର୤ଏହି କଳହଗୁଡିକୁ ସଂଶୋଧନକରିବା ପାଇଁ,ତୁମର କାର୍ୟ୍ଯକରୀ ସିସ୍ଟମ ଦ୍ବାରା ତୁମେ କିଗୁଡିକର ପରିବର୍ତ୍ତନକୁ ନିର୍ଦ୍ଦିଷ୍ଟକରିପାରିବ୤ବୌକଳ୍ପିକଭାବରେ,ଓପନଅଫିସ.orgରେ ତୁମେ ୟେକୌଣସି କି ପଂକ୍ତିକରଣ ପ୍ରାଯ ପରିବର୍ତ୍ତନ କରିପାରିବ୤ଏହି ବିଷଯରେ ଅଧିକ ସୂଚନା ପାଇଁ,ଓପନଅଫିସ.org ସାହାୟ୍ଯ  କିମ୍ବା ତୁମର କାର୍ୟ୍ଯକରିବା ସିସ୍ଟମର ସାହାୟ୍ଯ ପ୍ରାମାଣ୍ଯ ଦଲିଲ କୁ ନିର୍ଦ୍ଦେଶକର୤

------------------------------------------------------------
ଫାଇଲ ତାଲାପକାଇବା
------------------------------------------------------------

 ଡିଫଲଟ ସେଟିଙ୍ଗରେ, ଫାଇଲ  ତାଲାପକାଇବା ଓପନଅଫିସ.orgରେ ବଦଳିୟାଇଛି୤ଏହାକୁ ନିଷ୍କ୍ରିଯ କରିବା ପାଇଁ, ତୁମକୁ ଉଚିତ ପରିବେଶ ପରିବର୍ତ୍ତନଶୀଳ SAL_ENABLE_FILE_LOCKING=0 କୁ ସେଟ କରିବାକୁ ପଡିବ ଏବଂ SAL_ENABLE_FILE_LOCKING କୁ ରତ୍ପାନୀକର୤ ସୋଫିସ ଲିପି ଫାଇଲରେ ଏହି ପ୍ରବେଶଗୁଡିକ ଆଗରୁ ସକ୍ଷମ ଫର୍ମରେ ଅଛି୤

ଚେତାବନୀ: ସଂଚାଳିତହୋଇଥିବା ଫାଇଲ ତାଲାପକାଇବା ବୌଶିଷ୍ଟ୍ଯ ୨.୫.୧ ଏବଂ ୨.୭ ସୋଲାରିସର ଅସୁବିଧାର କାରଣହୋଇପାରେ  ଲିନକ୍ସ NFS 2.0 ସହିତ ସଂୟୋଗରେ ଉପୟୋଗହେବ୤ ୟଦି ତୁମର ସିସ୍ଟମ ପରିବେଶ ଏହି ପାରାମିଟରଗୁଡିକ ଅଛି,ଆମେ ଦୃଢଭାବରେ ସୁପାରିଶ କରୁଛୁ ୟେ ତୁମେ ଫାଇଲ ତାଲାପକାଇବା ବୌଶିଷ୍ଟ୍ଯର ଉପୟୋଗକୁ ପରିହାର କରୁଛ୤କିମ୍ବା,ଓପନଅଫିସ.org. ଅଟକିୟିବ  ୟେତେବେଳେ ଏକ ଲିନକ୍ସ କମ୍ପ୍ଯୁଟରରୁ ଏକ  NFS ପ୍ରସ୍ତୁତକରିରଖିବା ବିବରଣୀପଞ୍ଜିକାରୁ ତୁମେ ଏକ ଫାଇଲ ଖୋଲିବାକୁ ଚେଷ୍ଟାକର୤

------------------------------------------------------------
ରେଜିଷ୍ଟେସନ
------------------------------------------------------------

ଦଯାକରି ସର୍ବନିମ୍ନ ଦ୍ରବ୍ଯ ରେଜିଷ୍ଟ୍ରେସନ ପ୍ରକ୍ରିଯାକୁ ସମାପ୍ତ କରିବା ପାଇଁ  କିଛି ସମଯ ନିଅନ୍ତୁ ୟେତେବେଳେ ତୁମେ ସଫଟଉଏରକୁ ପ୍ରତିଷ୍ଠାପିତ କରିବ୤ୟେତେବେଳେ ରେଜିଷ୍ଟ୍ରେସନ ବୌକଳ୍ପିକ ହେବ,ଆମେ ତୁମକୁ ରେଜିଷ୍ଟର କରିବା ପାଇଁ  ପ୍ରୋତ୍ସାହନ କରିବୁ,ସେପର୍ୟ୍ଯନ୍ତ   ଗୋଷ୍ଠୀ ୟୁଗ୍ମ ସଫଟଉଏର ଅନୁଚରବର୍ଗ ତିଆରି କରିବାରେ  ସୂଚନା ଦ୍ବାରା ସକ୍ଷମ ହୋଇଛି ଏବଂ ଠିକଣା ଉପୟୋଗକର୍ତ୍ତା ସିଧାସଳଖ ଦରକାର ଅଛି୤ଏହାର ଗୋପନୀଯ ନୀତି ଦ୍ବାରା,ତୁମର ବ୍ଯକ୍ତିଗତ ତଥ୍ଯ ର ସୁରକ୍ଷା ପାଇଁ ଓପନଅଫିସ.org ସବୁପ୍ରକାରର ପୂର୍ବସର୍ତକତା ନେବ ୤ୟଦି ତୁମେ ପ୍ରତିଷ୍ଠାପନ ସମଯରେ ରେଜିଷ୍ଟ୍ରେସନକୁ ଛାଡିୟିବ,ତୁମେ ଫେରିୟାଇପାର ଏବଂ ରେ ୟେକୌଣସି ସମଯରେ ରେଜିଷ୍ଟର କରିପାରିବ୤www.openoffice.org/welcome/registration-site.html 
------------------------------------------------------------
ଉପୟୋଗକର୍ତ୍ତା ପର୍ୟ୍ଯବେକ୍ଷଣ
------------------------------------------------------------

ଏକ ଉପୟୋଗକର୍ତ୍ତା ପର୍ୟ୍ଯବେକ୍ଷଣ ମଧ୍ଯ  ଅନଲାଇନରେ ସ୍ଥାନପାଇଛି ୟେଉଁଥିରେ ଆମେ ତୁମକୁ ଉତ୍ସାହନ କରୁଛୁ ପୂରଣକରିବା ପାଇଁ୤ ଉପୟୋଗକର୍ତ୍ତା ପର୍ୟ୍ଯବେକ୍ଷଣ ଫଳାଫଳଗୁଡିକ ଓପନଅଫିସ.org.କୁ ସାହାୟ୍ଯ କରିବ ଅଧିକ  ବେଗରେ ଘୁଞ୍ଚିବ ପରବର୍ତ୍ତୀ -ବଶଂବିସ୍ତାର ଅଫିସ ଅନୁଚରବର୍ଗ ପାଇଁ ନୂଆ ସ୍ଟାଣ୍ଡାଡଗୁଡିକ ସେଟିଙ୍ଗକରିବ୤ ତାର ବ୍ଯକ୍ତିଗତ ନୀତି ଦ୍ବାରା, ଏହି ଓପନଅଫିସ.org. ତୁମର ବ୍ଯକ୍ତିଗତ ତଥ୍ଯକୁ ରକ୍ଷାକରିବା ପାଇଁ ଗୋଷ୍ଠୀ ପ୍ରତି ସର୍ତକତା ଗ୍ରହଣକରେ୤

------------------------------------------------------------
ଉପୟୋଗକର୍ତ୍ତା ସମର୍ଥନ
------------------------------------------------------------

ଓପନଅଫିସ.org 2.0 ଅଫିସ ଅନୁଚରବର୍ଗ ସହିତ ସାହାୟ୍ଯ କରିବା ପାଇଁ, 'users@openoffice.org' ମେଲିଙ୍ଗ ତାଲିକାରେ ପ୍ରଶ୍ନଗୁଡିକ ଖୋଜିବା ପାଇଁ ନଥିପତ୍ରଗୁଡିକ ଦେଖ  ୟାହାକି ପୂର୍ବରୁ ଉତ୍ତରଦିଆସରିଛି ୤www.openoffice.org/mail_list.html. ବୌକଳ୍ପିକଭାବରେ, ତୁମେ ତୁମ ପ୍ରଶ୍ନଗୁଡିକ users@openoffice.org. କୁ ପଠାଇ ପାରିବ.ଇ-ମେଲ ଉତ୍ତର ପାଇବା ପାଇଁ ତାଲିକାକୁ ସ୍ବୀକାରକରିବାକୁ ସ୍ମରଣକର୤

ରେ  FAQ ବିଭାଗକୁ ମଧ୍ଯ ୟାଞ୍ଚକର http://user-faq.openoffice.org/.

------------------------------------------------------------
ବଗଗୁଡିକର ଏବଂ ଘଟଣାଗୁଡିକର  ରିପୋର୍ଟ
------------------------------------------------------------

ଜିଲା ଘଟଣାକୁ, ଆମ ୟନ୍ତ୍ରପାତି ପାଇଁ  ରିପୋର୍ଟକରିବାକୁ,ଟ୍ରାକକରିବାକୁ ଏବଂ ବଗ ଏବଂ ଘଟଣା ସମାଧାନ କରିବାକୁ ଓପନଅଫିସ.org ଉଏବ୍ସାଇଟ  ଆୟୋଜନକରିଛି୤ ସମସ୍ତ ଉପୟୋଗକର୍ତ୍ତାମାନଙ୍କୁ ୟୋଗ୍ଯ ଅନୁଭବକରିବା ପାଇଁ ଆମେ ପ୍ରୋତ୍ସାହନକରୁଛୁ ଏବଂ ଘଟଣାଗୁଡିକୁ ରିପୋର୍ଟକରିବାକୁ  ସ୍ବାଗତକରୁଛୁ  ୟାହା ତୁମର ନିଦ୍ଦିଷ୍ଟ ପ୍ଲାଟ୍ଫର୍ମରେ ଦେଖାୟାଇପାରେ୤ଘଟଣାଗୁଡିକର ଶକ୍ତି ପୂର୍ଣ୍ଣ ରିପୋର୍ଟକରିବା ହେଇଛି ଏକ ଗୁରୁତ୍ବପୂର୍ଣ୍ଣ ସାହାୟ୍ଯ ତାହା ଚାଳିଥିବା ଉନ୍ନତିକୁ ଏବଂ ଅନୁଚରବର୍ଗର ବିକାଶକୁ ଉପୟୋଗକର୍ତ୍ତା ଗୋଷ୍ଠୀ ତିଆରି କରିପାରିବେ୤  

------------------------------------------------------------
ଜଡିତହେବା
------------------------------------------------------------

ଓପନଅଫିସ.org.ଗୋଷ୍ଠୀ ଏହି ଗୁରୁତ୍ବପୂର୍ଣ୍ଣ ଖୋଲା ମୂଲ୍ଯ ପ୍ରୋଜ୍କ୍ଟର ବିକାଶରେ ତୁମର ସକ୍ରିଯ ଅଶଂଗ୍ରହଣରୁ ଅଧିକ ଲାଭପାଇଲା୤

ଗୋଟିଏ ଉପୟୋଗକର୍ତ୍ତା ପରି,ତୁମେ ପୂର୍ବରୁ ଏହି ଅନୁଚରବର୍ଗ ଉନ୍ନତି ପ୍ରକ୍ରିଯାରେ ଏକ ମୂଲ୍ଯବାନ ଅଶଂ ଅଟ ଏବଂ  ଗୋଷ୍ଠୀ ପାଇଁ ଏକ ଦୀର୍ଘସ୍ଥାଯୀ ସାହାୟ୍ଯକାରୀ ହେବାକୁ ଦୃଶ୍ଯରେ ରଖି ଏକ ଅଧିକ ସଂକ୍ରିଯ ଭୂମିକା ନେବାକୁ ଆମେ ତୁମକୁ ପ୍ରୋତ୍ସାହନକରିବାକୁ ଚାହୁଁଛୁ୤ ଦଯାକରି ୟୋଗଦିଅ ଏବଂ ଉପୟୋଗକର୍ତ୍ତା ପୃଷ୍ଠା ୟାଞ୍ଚକର: www.openoffice.org 

------------------------------------------------------------
------------------------------------------------------------

------------------------------------------------------------
------------------------------------------------------------

------------------------------------------------------------
------------------------------------------------------------

ଆମେ ଆଶାକରୁଛୁ ନୂଆ ଓପନଅଫିସ.org 2.0 ସହିତ କାମକରି ତୁମେ ଉପଭୋଗକରିବ ଏବଂ ଅନଲାଇନରେ ଆମ ସହିତ ୟୋଗଦେବ୤

ଓପନଅଫିସ.org ଗୋଷ୍ଠୀ

------------------------------------------------------------
ଉପୟୋହୋଇଥିବା /ପରିବର୍ତ୍ତନହୋଇଥିବା ମୂଳ କୋଡ
------------------------------------------------------------

ଅଶଂଗୁଡିକ ପ୍ରତିଲିପିସ୍ବତ୍ତ ୧୯୯୮, ୧୯୯୯ ଜେମସ କ୍ଲର୍କ ୤ ଅଶଂଗୁଡିକ ପ୍ରତିଲିପିସ୍ବତ୍ତ ୧୯୯୬,୧୯୯୮Netscape ୟୋଗାୟୋଗ ପ୍ରତିଷ୍ଠାନ ୤